ଫୁଟେଇବା Phuṭeibā

  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — (ଫୁଟିବା କ୍ରିୟାର ଣିଜନ୍ତ ରୂପ — The causative from of Phuṭibā)
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ପ୍ରସ୍ଫୁଟିତ କରାଇବା — To cause to expand
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ଫୁଟାଏ କୁସୁମରାଣୀ କମଳ । ମଧୁସୂଦନ. ଛାନ୍ଦମାଳା ।
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ବିଦ୍ଧ କରିବା — To pierce through
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — କାଣ୍ଡରେ ଫଟାଇଲେ ତାଙ୍କର ଦେହୁଟି । କୃଷ୍ଣସିଂହ. ମହାଭାରତ. ଭୀଷ୍ମ ।
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ଛିଦ୍ର କରିବା — To make a hole
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ଗୋଡ଼ ବା ହାତର ଆଙ୍ଗୁଠିର ଗଣ୍ଠିମାନଙ୍କୁ ମୋଡ଼ିବା ଦ୍ୱାରା ଟକ୍ ଟାକ୍ ଶବ୍ଦ ଉତ୍ପନ୍ନ କରାଇବା — To crack the finger joints
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ଭାତ ଆଦିକୁ ପାଣିରେ ସିଦ୍ଧ କରିବା, ଜଳକୁ ନିଆଁରେ ବସାଇ ତାହା ଫୁଟିଲା ପରି କରିବା — To cause (water) to boil
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — (ଶୋଭା, ସୌନ୍ଦର୍ଯ୍ୟ) ପ୍ରକାଶିତ କରାଇବା — To bring out (the beauty of a thing); to manifest
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ବନ୍ଧୁକ ଆଦି ଫଏଲ୍ କରିବା — To fire a gun
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ତରକାରୀ ଆଦିକୁ ହାଣ୍ଡିମସଲା ଦେଇ ବଘାରିବା; ଛୁଙ୍କ ଦେବା — To flavour curry by frying it in oil with spices
  • ଦେ. କ୍ରି.—(ସଂ. ସ୍ଫୁଟ୍. ଧାତୁ) — ବୁଝାଇବା — To explain