ଫୁଟୁକି ଫୁଟେଇବା Phuṭuki phuṭeibā

  • ଦେ. କ୍ରି — ହାତର ଦୁଇ ଆଙ୍ଗୁଠିକି ଫୁଟାଇବା — To make a cracking sound with two fingers
  • ଦେ. କ୍ରି — ମୁହୁର୍ମୁହୁ ମାରି ହାଇ ଫୁଟୁକି ଫୁଟାଇ । ରାଧାନାଥ. ମହାଯାତ୍ରା ।
  • ଦେ. କ୍ରି — [ଦ୍ର—ବୃଦ୍ଧାଙ୍ଗୁଳି ଓ ମଧ୍ୟମାଙ୍ଗୁଳି ସଂଯୋଗରେ ଫୁଟୁକି ଜାତ ହୁଏ; କିନ୍ତୁ ମଧ୍ୟମାଙ୍ଗୁଳିର କରତଳର ମୂଳଦେଶରେ ଆଘାତ ଯୋଗେ ଏ ଶବ୍ଦର ଉତ୍ପତ୍ତି ହୁଏ ।]
  • ଦେ. କ୍ରି — କରତଳକୁ ପାତ୍ରାକୃତି କରି ଶରୀରରେ ଆଘାତ କରିବା — To pat on the body with the plam (by making it like a cup)