ଫୁଟୁ ଫୁଟୁକା Phuṭu phuṭukā

  • ଦେ. ବି.—(ସଂ. କଟଭୀ) — ବନ୍ୟ ପ୍ରତାନୀ ଲତା ବିଶେଷ — The Staff tree; Cardiospermum Halicacabum
  • ଦେ. ବି.—(ସଂ. କଟଭୀ) — [ଦ୍ର—ଏହା ବିରି ବିଲରେ ଜନ୍ମେ; ପତ୍ର ତ୍ରିପର୍ଣ୍ଣ, ଫଳ ତିନି ଫାଳିଆ । ଫଳକୁ ହାତରେ ଚିପି ଦେଲେ ଫୁଟେ ।]
  • ଦେ. ବି.—(ସଂ. କଟଭୀ) — ଅମର ପୋଇ — A wild plant (the buds of which make a bursting sound
  • ଦେ. ବି.—(ସଂ. କଟଭୀ) — [ଦ୍ର—ଏଥିର କଢ଼କୁ ଚିପି ଦେଲେ ଫଟ ଫଟ ହୋଇ ଫୁଟେ । ଏଥିର ପତ୍ର ମୋଟା । ପତ୍ରର ଦାଢ଼ କଟା— କଟା । ପତ୍ରରୁ ଗଛ ଜାତ ହୁଏ ।]
  • ଦେ. ବିଣ. — ବିରିବିରି ହୋଇ ଦେହରେ ଫଳି ଯାଇଥିବା — Appearing or coming out on the body like small eruptions or pimples
  • ଦେ. ବିଣ. — ଛପଛାପକିଆ; ବହୁ ବିନ୍ଦଯୁକ୍ତ — Spotted