ଫୁଙ୍ଗ୍ଳା Phuṅg-ḻā

  • ଦେ. ବିଣ (ସଂ. ନଗ୍ନ) — (ପୁଂ) ଅନାବୃତ୍ତ ଶରୀର — With naked or uncovered body
  • ଦେ. ବିଣ (ସଂ. ନଗ୍ନ) — ଇତସ୍ତତଃ ବିକ୍ଷିପ୍ତ — Strewn here and there
  • ଦେ. ବିଣ (ସଂ. ନଗ୍ନ) — (ପୁଂ) ଫାଙ୍ଗୁଳା (ଦେଖ) — Phāṅguḻā(See)