ଫୁଙ୍କା Phuṇkā

  • ଦେ. ବି. (ସଂ. ଫୁତ୍କାର) — ଦୁଇ ଓଠ ପବନ ବାହାର କରିବା ପ୍ରକ୍ରିୟା — 1. The act of blowing wind through the lips
  • ଦେ. ବି. (ସଂ. ଫୁତ୍କାର) — ବଣିଆମାନେ ନଳଦ୍ୱାରା ନିଆଁକୁ ପବନ ଯୋଗାଇବା — The act of blowing up a fire with a pipe
  • ଦେ. ବି. (ସଂ. ଫୁତ୍କାର) — ଦୋହନ କାଳରେ ସଦ୍ୟଃ ପ୍ରସୂତା ଗାଈମାନଙ୍କ ଦୁଷ୍ଟାମିଙ୍କୁ ନିବାରଣ କରିବା ପାଇଁ ସେମାନଙ୍କ ପ୍ରସବରନ୍ଧ୍ରରେ ମୁହ ଦେଇ ପେଟରେ ପବନ ପୂରାଇବା କ୍ରିୟା; ଗାଈ ଧରା — Phooka; the process of blowing through the female organ of a newly delivered cow
  • ଦେ. ବି. (ସଂ. ଫୁତ୍କାର) — କଞ୍ଚା କଦଳୀକୁ ଧୂଆଁ ଦ୍ୱାରା ଶୀଘ୍ର ପଚାଇବା ରୀତିବିଶେଷ — A process of ripening green plantains by blowing hot smoke into them
  • ଦେ. ବି. (ସଂ. ଫୁତ୍କାର) — [ଦ୍ର—କଞ୍ଚା ପାକଳ କଦଳୀକୁ କୁଟା ଆଦିରେ ପୂର୍ଣ୍ଣ ଗୋଟିଏ ମାଠିଆ ବା ହାଣ୍ଡିରେ ବା ଗର୍ତ୍ତରେ ପୂରାଇ ତହିଁରେ ଗୋଟିଏ ମାତ୍ର ଛିଦ୍ର ରଖି ସେ କୁଟାରେ ନିଆଁ ଦେଇ ଫୁଙ୍କିବାକୁ ହୁଏ; ତାହା ହେଲେ କଞ୍ଚା କଦଳୀ ଧୂଆଁ ବାଜି ଶୀଘ୍ର ପାଚିଯାଏ।]