ଫୁଙ୍କାଫୁଙ୍କି Phuṅkāphuṅki

  • ଦେ. ବି — ଫୁଙ୍କିବା ପ୍ରକ୍ରିୟା — The act of blowing wind with the mouth
  • ଦେ. ବି — ଝଡ଼ା ଫୁଙ୍କା; ମନ୍ତ୍ର ପଢ଼ି ଘାଆ ଆଦିକୁ ଫୁଙ୍କିବା — The act of blowing wind with the mouth by reciting mantras