ଫୁକାରିବା Phukāribā

  • ଦେ. କ୍ରି. (ହି. ପୁକାର୍ନା; ତୁଳ; ସଂ. ଚିତ୍କାର; ପ୍ରଚାର) — ଚିତ୍କାର କରିବା; ପାଟି କରି ଡାକିବା; ଉଚ୍ଚୈଃସ୍ୱର କରିବା — To call alound; to halloo
  • ଦେ. କ୍ରି. (ହି. ପୁକାର୍ନା; ତୁଳ; ସଂ. ଚିତ୍କାର; ପ୍ରଚାର) — କହିବା — To speak out
  • ଦେ. କ୍ରି. (ହି. ପୁକାର୍ନା; ତୁଳ; ସଂ. ଚିତ୍କାର; ପ୍ରଚାର) — ଗର୍ଜନ କରିବା; ରାବ କରିବା — To roar; to utter a loud sound
  • ଦେ. କ୍ରି. (ହି. ପୁକାର୍ନା; ତୁଳ; ସଂ. ଚିତ୍କାର; ପ୍ରଚାର) — ପ୍ରକାଶ କରିବା — To publish