ଫୁ ଫୁ Phu phu

  • ଦେ. ବି.—(ଧ୍ୱନ୍ୟନୁକରଣ) — ସର୍ପମାନଙ୍କର ଶବ୍ଦ — The hissing of serpents
  • ଦେ. ବି.—(ଧ୍ୱନ୍ୟନୁକରଣ) — ସର୍ପେ ଧାମନ୍ତି ଫୁ ଫୁ କରି, ଅନଳ ପ୍ରାୟ ଚକ୍ଷୁ ଧରି । ଜଗନ୍ନାଥ. ଭାଗବତ ।
  • ଦେ. ବି.—(ଧ୍ୱନ୍ୟନୁକରଣ) — (ସ୍ତ୍ରୀ) (ସଂ. ପପୁ=ଧାତ୍ରୀ)—ଧାଈ — Nurse