ଫିଡ଼୍କିବା Phiṟḍ̠kibā
- ଦେ. କ୍ରି — ଉଖୁଡ଼ି ଯିବା; ସ୍ଥାନାନ୍ତରିତ ହେବା; ଖସି ଯିବା — To be uprooted; to be removed
- ଦେ. କ୍ରି — ପଳାଇ ଯିବା — To fly away
- ଦେ. କ୍ରି — ହୁଗୁଳି ଯିବା — To be loosened
- ଦେ. କ୍ରି — ହୁରୁଡ଼ି କରି ପଳାଇବା — To be scared away
- ଦେ. କ୍ରି — ଛିଡ଼ିକିବା — To shoot out