ଫିଡ଼୍କାଇବା Phiṟḍ̠kāibā

  • ଦେ. କ୍ରି. — ଉଖାଡ଼ିବା; ହୁଗାଳିବା — To loosen; to slacken
  • ଦେ. କ୍ରି. — ଖସାଇବା; ଦୂର କରିବା; ସ୍ଥାନାନ୍ତରିତ କରିବା — To remove
  • ଦେ. କ୍ରି. — ଭୟ ଦେଖାଇ ବା ଧମକାଇ ତଡ଼ି ଦେବା; ହୁରୁଡ଼ାଇବା — To drive away by threats; to scare away