ଫିସାଦିଆ Phisādiā

  • ବୈଦେ ବିଣ, (ଆ) — କଳହପ୍ରିୟ — Quarrelsome; contentious
  • ବୈଦେ ବିଣ, (ଆ) — [ଫିସାଦ(ଦି)ବାଜ୍—ଅନ୍ୟରୂପ]
  • ବୈଦେ ବିଣ, (ଆ) — ଫଳରେ କଳହ ଘଟାଇବା — Leading to quarrel or dispute
  • ବୈଦେ ବିଣ, (ଆ) — ଗୁପ୍ତ ମନ୍ତ୍ରଣା ଦାତା — Secret instigator
  • ବୈଦେ ବିଣ, (ଆ) — ମେଳିଆ — Combining; rebellious