ଫିଲ୍ଡ୍ Philḍ

  • ବୈଦେ. ବି (ଇଂ) — ଖେଳ ପଡ଼ିଆ — Playground
  • ବୈଦେ. ବି (ଇଂ) — ସର୍ଭେୟର୍ମାନଙ୍କର ମାପ କରିବା ଜମି — The field of surveying; surveying ground
  • ବୈଦେ. ବି (ଇଂ) — ଯୁଦ୍ଧ ଭୂମି; ଋଣସ୍ଥଳୀ — Battle-field
  • ବୈଦେ. ବି (ଇଂ) — ଚାଷ ବିଲ — Agricultural field
  • ବୈଦେ. ବି (ଇଂ) — କ୍ଷେତ୍ର; ଉପଯୁକ୍ତ କର୍ମକ୍ଷେତ୍ର — Proper place to work; field of action