ଫିରିଫିରି Phiri phiri

  • ଦେ. ବିଣ. (ଧ୍ୱନ୍ୟନୁକରଣ) ଝିପିଝିପି; ଅତି ସାମାନ୍ୟ (ବରଷା) — Drizzling (rain)
  • ଦେ. ବିଣ. (ଧ୍ୱନ୍ୟନୁକରଣ) ଫିରି ଫିରି ବରଷା କରି ପ୍ରଜା ଚାଷ କରି ନ ପାରି। ଜଗନ୍ନାଥ. ଭାଗବତ
  • ପ୍ରାଦେ. (ସମ୍ବଲପୁର) ବି — କଙ୍କି — Dragon fly
  • ପ୍ରାଦେ. (ଯାଜପୁର) ବି — କର୍ଣ୍ଣାଳଙ୍କାରବିଶେଷ; ଫିରିଫିରା — A kind of ear ring