ଫିରଙ୍ଗ ରୋଗ Phiraṅga roga
- ସଂ. ବି — ଉପଦଂଶ ବା ଗରମୀ ରୋଗ — Syphilis
- ସଂ. ବି — [ଦ୍ର—ପ୍ରାୟ 400 ବର୍ଷ ପୂର୍ବେ ରଚିତ ବୈଦ୍ୟକ ଗ୍ରନ୍ଥ ଭାବ— ପ୍ରକାଶରେ ଲେଖା ଅଛି ଯେ ଏ ରୋଗ ଫିରଙ୍ଗ ଦେଶରେ ବହୁଳ ଭାବରେ ଦୃଷ୍ଟ ହୁଏ ବୋଲି ଏ ରୋଗର ନାମ ଫିରଙ୍ଗ ରୋଗ। ଏଥିରୁ ଅନୁମିତ ହୁଏ ଯେ ଫିରଙ୍ଗୀ ବା ଇଉରୋପୀୟମାନେ ଏ ଦେଶକୁ ଏ ରୋଗ ପ୍ରଥମେ ଆଣିଥିଲେ।] — [ଦ୍ର—ପ୍ରାୟ400ବର୍ଷ ପୂର୍ବେ ରଚିତ ବୈଦ୍ୟକ ଗ୍ରନ୍ଥ ଭାବ— ପ୍ରକାଶରେ ଲେଖା ଅଛି ଯେ ଏ ରୋଗ ଫିରଙ୍ଗ ଦେଶରେ ବହୁଳ ଭାବରେ ଦୃଷ୍ଟ ହୁଏ ବୋଲି ଏ ରୋଗର ନାମ ଫିରଙ୍ଗ ରୋଗ ଏଥିରୁ ଅନୁମିତ ହୁଏ ଯେ ଫିରଙ୍ଗୀ ବା ଇଉରୋପୀୟମାନେ ଏ ଦେଶକୁ ଏ ରୋଗ ପ୍ରଥମେ ଆଣିଥିଲେ]