ଫିଟ୍ ଫାଟ୍ Phiṭ phāṭ
- ଦେ. ବିଣ—(ସଂ. ସ୍ଫୁଟ୍ କିମ୍ବା ଇଂ. ଫୀଟ୍=ଜାକ୍ଜମକ ଦୃଶ୍ୟ) — ସୁସଜ୍ଜିତ — Well decorated; well dressed; well equipped
- ଦେ. ବିଣ—(ସଂ. ସ୍ଫୁଟ୍ କିମ୍ବା ଇଂ. ଫୀଟ୍=ଜାକ୍ଜମକ ଦୃଶ୍ୟ) — ସମୁଜ୍ଜ୍ୱଳ — Bright
- ଦେ. ବିଣ—(ସଂ. ସ୍ଫୁଟ୍ କିମ୍ବା ଇଂ. ଫୀଟ୍=ଜାକ୍ଜମକ ଦୃଶ୍ୟ) — ଚମତ୍କାର — Wonderful
- ଦେ. ବିଣ—(ସଂ. ସ୍ଫୁଟ୍ କିମ୍ବା ଇଂ. ଫୀଟ୍=ଜାକ୍ଜମକ ଦୃଶ୍ୟ) — ଜାକଜମକ — Brilliant; dazzling
- ଦେ. ବିଣ—(ସଂ. ସ୍ଫୁଟ୍ କିମ୍ବା ଇଂ. ଫୀଟ୍=ଜାକ୍ଜମକ ଦୃଶ୍ୟ) — ବାବୁଆନି ଭାବରେ ସୁସଜ୍ଜିତ — Foppish; shipshape