ଫିଙ୍ଗାଳ Phiṅgāḻa

  • ଦେ. ବି. (ସବାରି ବେହେରାଙ୍କ ଭାଷା) — ଯେଉଁ ବେହେରାମାନେ ସବାରୀର ପଛଆଡ଼ ବାଉଁଶ କାନ୍ଧେଇ ଥାଆନ୍ତି — The bearers carrying the back- side pole of a palanquin
  • ଦେ. ବି. (ସବାରି ବେହେରାଙ୍କ ଭାଷା) — [ ଦ୍ର—ସବାରୀର ଆଗ ବାଉଁଶକୁ କାନ୍ଧେଇବା ବେହେରାଙ୍କୁ କୁମ୍ଭାଳ ବୋଲାଯାଏ। ]