ଫିକା ଜାଲ Phikā jāla

  • ପ୍ରାଦେ. (ସମ୍ବଲପୁର) ବି. (ତୁଳ . ହି. ଫେଁକ୍ନା= ଫୋପାଡ଼ିବା) — କ୍ଷେପାଜାଲ; ଯେଉଁ ଜାଲକୁ ଡୋରି ଲଗାଇ ଦୂରକୁ ପାଣି ଭିତରକୁ ଫିଙ୍ଗି ମାଛ ଧାରାଯାଏ — Casting net