ଫିକର Phikara

  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଭାବନା; ଚିନ୍ତା — Thought; contemplation
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଉପାୟଚିନ୍ତା — Thinking out a means
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଜୀବିକା ନିର୍ବାହର ଉପାୟ — Means of livelihood
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଉପାୟ — Means; resource
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ସେଥିର ଫିକର ମୋତେ ଜଣା—ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଫନ୍ଦୀ; କୌଶଳ; ଚାତୁରୀ — Stratagem; artifice; contrivance; tactics
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଉଦ୍ବେଗ — Anxiety
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଅବଲମ୍ବନ; ଆଶ୍ରୟ — Shelter
  • ବୈଦେ. (ଆ. ଫିକ୍ର୍=ଚିନ୍ତା; ଉପାୟ) — ଛଳନା — Feigning; excuse