ଫାହିଆନ୍ Phāhiān
- ଦେ. ବି (ଚୀନଦେଶୀୟ ନାମ) — ଖ୍ରୀଷ୍ଟୀୟ 4 ର୍ଥ ଶତାବ୍ଦୀରେ ଭାରତକୁ ଆସିଥିବା ଜନୈକ ଚୀନଦେଶୀୟ ପର୍ଯ୍ୟଟକ — ଖ୍ରୀଷ୍ଟୀୟ4ର୍ଥ ଶତାବ୍ଦୀରେ ଭାରତକୁ ଆସିଥିବା ଜନୈକ ଚୀନଦେଶୀୟ ପର୍ଯ୍ୟଟକ— Name of a chinese traveller who visited India in the 4th century A. D
- ଦେ. ବି (ଚୀନଦେଶୀୟ ନାମ) — [ ଦ୍ର—ଏହାଙ୍କର ପ୍ରକୃତ ନାମ କାଂ। ଚୀନଦେଶରେ ସର୍ବପ୍ରଥମେ ଖ୍ରୀ. 67 ସାଲରେ ଭାରତରୁ ଯାଇଥିବା। ପ୍ରଚାରକଙ୍କଦ୍ୱାରା ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା। ଫାହିଆନ୍ ଭାରତକୁ ଆସିଥିବା ପ୍ରଥମ ଚୈନିକ ପରିବ୍ରାଜକ। ଏ ଖ୍ରୀ 399 ସାଲଠାରୁ 414 ପର୍ଯ୍ୟନ୍ତ ଭାରତରେ ବାସ କରି ଭାରତର ତଦାନୀନ୍ତନ ରୀତି, ନୀତି, ଧର୍ମ ପ୍ରଭୃତି ପର୍ଯ୍ୟାଲୋଚନା କରି ଫୋକୋକି ନାମକ ଗ୍ରନ୍ଥ ରଚନା କରିଥିଲେ। ] — [ ଦ୍ର—ଏହାଙ୍କର ପ୍ରକୃତ ନାମ କାଂ ଚୀନଦେଶରେ ସର୍ବପ୍ରଥମେ ଖ୍ରୀ.67ସାଲରେ ଭାରତରୁ ଯାଇଥିବା ପ୍ରଚାରକଙ୍କଦ୍ୱାରା ବୌଦ୍ଧଧର୍ମ ପ୍ରଚାରିତ ହୋଇଥିଲା ଫାହିଆନ୍ ଭାରତକୁ ଆସିଥିବା ପ୍ରଥମ ଚୈନିକ ପରିବ୍ରାଜକ ଏ ଖ୍ରୀ399ସାଲଠାରୁ414ପର୍ଯ୍ୟନ୍ତ ଭାରତରେ ବାସ କରି ଭାରତର ତଦାନୀନ୍ତନ ରୀତି, ନୀତି, ଧର୍ମ ପ୍ରଭୃତି ପର୍ଯ୍ୟାଲୋଚନା କରି ଫୋକୋକି ନାମକ ଗ୍ରନ୍ଥ ରଚନା କରିଥିଲେ ]