ଫାଷ୍ଟ୍ କ୍ଳାସ୍ Phāshṭ klās

  • ବୈଦେ. ବି. (ଇଂ) — ବିଦ୍ୟାଳୟାଦିର ପ୍ରଥମ ଶ୍ରେଣୀ — The first class of a school
  • ବୈଦେ. ବି. (ଇଂ) — ରେଳ, ଜାହାଜ ଆଦିର ସର୍ବୋଚ୍ଚ ଶ୍ରେଣୀ — The first class of a rail or steamer
  • ବିଣ — ସର୍ବୋତ୍କୃଷ୍ଟ — Of first class; superior to all others