ଫାଷ୍ଟ୍ ଏଡ୍ Phāshṭ eḍ
- ବୈଦେ. ବି. (ଇଂ. ଫର୍ଷ୍ଟ୍+ଏଡ଼୍) — ଆକସ୍ମିକ ବିପଦରେ ଆହତ ବ୍ୟକ୍ତି ପ୍ରତି କରାଯିବା ପ୍ରାଥମିକ ଉପଚାର ବା ଚିକିତ୍ସା — First aid
- ବୈଦେ. ବି. (ଇଂ. ଫର୍ଷ୍ଟ୍+ଏଡ଼୍) — [ ଦ୍ର—ହଠାତ୍ ଆହତ ବ୍ୟକ୍ତିକୁ ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ବା ଡାକ୍ତର ନ ଥିଲେ ତାକୁ ପ୍ରଥମେ ଫାଷ୍ଟ୍ ଏଡ୍ ଦିଆଯାଏ। ]