ଫାଶି ଦେବା Phāṡi debā

  • ଦେ. କ୍ରି — ଦଉଡ଼ି ଦେବା; ନିଜେ ଉଦ୍ବନ୍ଧନରେ ମରିବା — To die by hanging
  • ଦେ. କ୍ରି — ଅନ୍ୟଲୋକକୁ ଫାଶି ଦେଇ ମାରିବା — To strangulate a person by hanging