ଫାଶି କାଠ Phāṡi khāṭha

  • ଦେ. ବି. (ସଂ. ପାଶ+ କାଷ୍ଠ) — ଯେଉଁ ଚଉକାଠରେ କଡ଼ିରୁ ଦଉଡ଼ା ଲଗାଇ ଫାଶି ଦଣ୍ଡ ଦିଆଯାଏ — The gallows