ଫାରଶା କୋଳି Phāraṡā koḻi
- ଦେ. ବି (ସଂ. ପାରୀଷସଠ; ପରୂଷକ; ପ୍ରା. ଫରୁସ) — ଏକପ୍ରକାର କୋଳି — A tree bearing acid berries; Grewia Asiatica; Carpus Grantum
- ଦେ. ବି (ସଂ. ପାରୀଷସଠ; ପରୂଷକ; ପ୍ରା. ଫରୁସ) — [ଦ୍ର—ଏହାର ଗଛ ବୁଦାଳିଆ ଓ 4/5 ହାତ ଉଚ୍ଚ। କୋଳି ବଉଳ କୋଳି ପରି ଓ ପାଚିଲେ ମନୋହର ନାଲି ଓ ଧଳା ରଙ୍ଗ ହୁଏ ଓ ଖଟା ଲାଗେ। ପତ୍ର ଦନ୍ତୁର ଓ ଗୋଲ। ବୈଦ୍ୟକ ମତରେ ଏହାର କଞ୍ଚା କୋଳି ବାତଘ୍ନ ଓ ପିତ୍ତକାରକ; ପାଚିଲା କୋଳି ଅମ୍ଳ ମଧୁର କଷାୟ ରସ, ରୁଚିକାରକ, ପିତ୍ତଘ୍ନ ଓ ଶୋଥନାଶକ। ଲୋକେ ଏହାକୁ ଆମ୍ବିଳ ତିଅଣ କରି ଓ ସରବତ୍ କରି ଖାଆନ୍ତି।] — [ଦ୍ର—ଏହାର ଗଛ ବୁଦାଳିଆ ଓ4/5ହାତ ଉଚ୍ଚ କୋଳି ବଉଳ କୋଳି ପରି ଓ ପାଚିଲେ ମନୋହର ନାଲି ଓ ଧଳା ରଙ୍ଗ ହୁଏ ଓ ଖଟା ଲାଗେ ପତ୍ର ଦନ୍ତୁର ଓ ଗୋଲ ବୈଦ୍ୟକ ମତରେ ଏହାର କଞ୍ଚା କୋଳି ବାତଘ୍ନ ଓ ପିତ୍ତକାରକ; ପାଚିଲା କୋଳି ଅମ୍ଳ ମଧୁର କଷାୟ ରସ, ରୁଚିକାରକ, ପିତ୍ତଘ୍ନ ଓ ଶୋଥନାଶକ ଲୋକେ ଏହାକୁ ଆମ୍ବିଳ ତିଅଣ କରି ଓ ସରବତ୍ କରି ଖାଆନ୍ତି]