ଫାରମ ଗୁଡ଼ Phārama guṟḍ̠a

  • ଦେ. ବି. (ଇଂ. ଫାର୍ମ୍+ ସଂ. ଗୁଡ଼) — ସରକାରଙ୍କ ଆଦର୍ଶ କୃଷିକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଣାଳୀରେ ପ୍ରସ୍ତୁତ ହେବା ଗୁଡ଼ — Excellent molasses manufactured in Government agricultural farms
  • ଦେ. ବି. (ଇଂ. ଫାର୍ମ୍+ ସଂ. ଗୁଡ଼) — [ଦ୍ର—ଏ ଦେଶରେ ପ୍ରଚଳିତ ପୂର୍ବ ରୀତିରେ ପ୍ରସ୍ତୁତ ଗୁଡ଼ ଅପେକ୍ଷା ଫାରମ ଗୁଡ଼ ନିର୍ମଳ, ସ୍ୱଚ୍ଛତର ଓ ଉତ୍କୃଷ୍ଟ ଅଟେ।]