ଫାମ୍ପଡ଼ା Phāmpaṟdā

  • ଦେ. ବିଣ — ଫାମ୍ପା (ଦେଖ) — Phāmpā (See)
  • ପ୍ରାଦେ. (ବାଲେଶ୍ୱର) ବି — ଫୋପାଡ଼ିବାର ଥର — A throw
  • ପ୍ରାଦେ. (ବାଲେଶ୍ୱର) ବି — (ଯଥା—ଏକା ଫାମ୍ପଡ଼ାକେ ସେ ଚାରିଗଣ୍ଡା ଆମ୍ବ ବିଛେଇଲା)