ଫାମ୍ପିବା Phāmpibā

  • ଦେ. କ୍ରି—(ସଂ. ସ୍ଫାୟ. ଧାତୁ=ଫୁଲିବା) — ଫୁଲି ଉଠିବା — To become swollen or bloated
  • ଦେ. କ୍ରି—(ସଂ. ସ୍ଫାୟ. ଧାତୁ=ଫୁଲିବା) — ଫୁଲାଇବା; ଫମ୍ପେଇବା — To cause to swell; to inflate