ଫାମ୍ପଣ ମଲ୍ଲୀ Phāmpaṇa mallī

  • ପ୍ରାଦେ. (ଗଡ଼ଜାତ) ବି — ପୁଷ୍ପ ଲତାବିଶେଷ — A kind of flowering creeper
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏହାର ଫୁଲ ମଲ୍ଲୀଫୁଲ ପରି। ଏ ଲତାର କ୍ଷୀର କଣନଖା ରୋଗରେ ଉପକାରୀ।]