ଫାନ୍ଦରେ ପକାଇବା Phāndare pakāibā
- ଦେ. କ୍ରି — ଲୋକକୁ ବିପଦରେ ପକାଇବା; ବିପନ୍ନ କରିବା — To involve a person in danger
- ଦେ. କ୍ରି — ଲୋକକୁ ପ୍ରଲୋଭନ ଦ୍ୱାରା ବଶୀଭୂତ କରିବା — To cause a person to succumb to temptations
- ଦେ. କ୍ରି — ଗୋଳମାଳରେ ଜଡ଼ିତ କରିବା — To entangle a person in confusion
- ଦେ. କ୍ରି — ଜନ୍ତୁକୁ ଜାଲ ବା ଫାଶରେ ପକାଇବା — To entrap or ensnare an animal