ଫାଟୁଆ ଗାଈ Phāṭuā gāī
- ଦେ. ବି. — ଯେଉଁ ଗାଈକୁ ଫାଟୁଆ ରୋଗ ଧରିଥାଏ — A cow which is attacked with the Phāṭuā disease
- ଗ୍ରା. ବୈଦେ. ବି. (ବାଲେଶ୍ୱରୀ ଜାହାଜିଆଙ୍କ ଭାଷା; ଇଂ. ପର୍ଟୁଗୀଜ୍) — ପର୍ଟୁଗିଜ୍ ଜାତି — The Portugese
- ଗ୍ରା. ବୈଦେ. ବି. (ବାଲେଶ୍ୱରୀ ଜାହାଜିଆଙ୍କ ଭାଷା; ଇଂ. ପର୍ଟୁଗୀଜ୍) — ସେମାନେ ଫାଟୁଆଗାଈ ଜାତି, ଏଇ ଫିରିଙ୍ଗୀମାନଙ୍କ ପରି। ଫକୀରମୋହନ, ଗଳ୍ପସ୍ୱଳ୍ପ।