ଫାଞ୍ଚେଇବା Phān̄cheibā

  • ପ୍ରାଦେ. (ବାଲେଶ୍ୱର) କ୍ରି—(ସଂ. ପାନୀୟ+ଶୌଚ) — ମଳତ୍ୟାଗ ପରେ ପାଣି ଦ୍ୱାରା ଶୌଚ ହେବା; ଛଅଞ୍ଚିବା — To wash the private parts after passing stools