ଫାଇଲ୍ ଜାମିନ୍ Phāil jāmin

  • ବୈଦେ. ବି. (ଫା. ଫୈଲ=କର୍ମ+ଆ. ଜାମିନ୍ =ପ୍ରତିଭୂ) — ଦୁଷ୍ଟ ଲୋକମାନଙ୍କର ଭବିଷ୍ୟତ ସଦାଚରଣ ନିମନ୍ତେ ସେମାନଙ୍କଠାରୁ ମାଜିଷ୍ଟ୍ରେଟ୍ ଲେଖାଇ ନେବା ଜାମିନ୍ନାମା — Security for good behaviour taken by a Magistrate from wicked people