ଫାଇନାଲ୍ ଡିଗ୍ରୀ Phāināl ḍigrī

  • ବୈଦେ. ବି. (ଇଂ. ଫାଇନାଲ୍ ଡିକ୍ରି) — ବଣ୍ଟରା ଓ ହିସାବ ମକଦମାରେ ବଣ୍ଟରା କଛ ଓ ହିସାବ ବୁଝା ଶେଷ ହେବା ପରେ କୋଟଙ୍କ ଦ୍ୱାରା ପ୍ରଦତ୍ତ ଡିଗ୍ରୀ — Final decree passed in partition and account suits