ଫାଇଁ ଫାଇଁ Phāiñ phāiñ

  • ଦେ. (ଧ୍ୱନ୍ୟନୁକରଣ) ଅ. — ଫଁ ଫଁ (ଦେଖ) — Phañ phañ (See)
  • ଦେ. (ଧ୍ୱନ୍ୟନୁକରଣ) ଅ. — ସର୍ପକୁ ମାଇଲେ ଟେକା ଯେମନ୍ତେ ହୋଇ ସେ ଥକା ଗର୍ଜେ ଫାଇଁ ଫାଇଁ ସେହିମତି ରହି ବୋଲେ ଗ୍ରୀବା କରି ବଙ୍କା। ବିଶ୍ୱନାଥ, ବିଚିତ୍ର ରାମାୟଣ।