ଫାଁ ଗାଳିବା Phāñ gāḻibā

  • ଦେ. କ୍ରି — ଛଟା ଗାଳିବା — To feign
  • ଦେ. କ୍ରି — ଛଟା ଗାଳି କ୍ଳାନ୍ତି ଦେଖାଇବା — To feign as if one is pulled down or spent up
  • ଦେ. କ୍ରି — ଅତ୍ୟନ୍ତ କ୍ଳାନ୍ତ ହେବା — To be exhausted
  • ଦେ. କ୍ରି — ଅବସନ୍ନ ହେବା — To be worne out
  • ଦେ. କ୍ରି — (ଯଥା—ମୁଁ ରେଳ ପାଇବା ଲାଗି ଦଉଡ଼ି ଦଉଡ଼ି ଆସି ଷ୍ଟେସନରେ ଘଡ଼ିଏ ଖଣ୍ଡେ ଫାଁ ଗାଳିଦେଇ ପଡ଼ିଗଲି।)