ଫସ୍କିଯିବା Phaski j̄ibā

  • ଦେ. କ୍ରି — ବିଫଳ ହୋଇଯିବା — To be ineffectual
  • ଦେ. କ୍ରି — ଖସିଯିବା — To slip off
  • ଦେ. କ୍ରି — ଶିଥିଳ ହେବା — To be slackened
  • ଦେ. କ୍ରି — ଆକାଙ୍କ୍ଷିତ ଫଳ ପ୍ରସବ ନ କରିବା — To miscarry