ଫସେଇବା Phaseibā

  • ଦେ. କ୍ରି—(ସଂ. ପାଶ; ଫସିବାର ଣିଜନ୍ତରୂପ) — ବିପଦରେ ପକାଇବା; କୌଣସି ବ୍ୟକ୍ତିକୁ ବିପଦଗ୍ରସ୍ତ କରିବା — To involve a persen in danger
  • ଦେ. କ୍ରି—(ସଂ. ପାଶ; ଫସିବାର ଣିଜନ୍ତରୂପ) — କୌଣସି ବ୍ୟକ୍ତିକୁ ମନ୍ଦ କାର୍ଯ୍ୟରେ ପ୍ରବର୍ତ୍ତାଇବା — To seduce (a person)