ଫସି ଦେବା Phasi debā

  • ପ୍ରାଦେ. (ସମ୍ବଲପୁର) କ୍ରି—(ତୁଳ. ହି. ଫସା ଦେନା) — ଠକିବା; ପ୍ରତାରଣ କରିବା — To cheat