ଫସର ଫାଟିବା Phasara phāṭibā
- ଦେ. ବି. (ସଂ. ପ୍ରଭାତ) — ସକାଳ ହୋଇଯିବା — The break of day; dawning
- ଦେ. କ୍ରି. — ଥକ୍କିଯିବା — To become tried
- ଦେ. କ୍ରି. — ଅକୃତକାର୍ଯ୍ୟ ହେବା — To become unsuccessful; to fail
- ଦେ. କ୍ରି. — ବଡ଼ ବଡ଼ ଗଲେ ଫସର ଫାଟି ସାନ ସାନ ଆସିଲେ ବେଶର ବାଟି। ଢଗ।
- ଦେ. କ୍ରି. — (କୌଣସି ପ୍ରସ୍ତାବ) ନିଷ୍ଫଳ ହେବା — (any proposal) To end in nothing