ଫଳ ପାକାନ୍ତ Phaḻa pākānta

  • ସଂ. ବି (ଫଳ+ପାକ=ପାଚିବା+ଅନ୍ତ=ମୃତ୍ୟୁ) — ଫଳ ପାଚିଲେ ଯେଉଁସବୁ ଗଛ ମରିଯାଏ; ଓଷଧି — Annual plants
  • ସଂ. ବି (ଫଳ+ପାକ=ପାଚିବା+ଅନ୍ତ=ମୃତ୍ୟୁ) — [ଦ୍ର—ଧାନ, କଦଳୀ, ବାଉଁଶ ପ୍ରଭୃତିରେ ଫଳ ପାଚିଲେ ସେ ସବୁ ଗଛ ମରିଯାଏ।]