ଫଲ୍ସପଏଣ୍ଟ୍ Phals-paeṇt

  • ବୈଦେ. ବି (ନାମ) — ଓଡ଼ିଶାର ବଙ୍ଗୋପସାଗର ତୀରସ୍ଥ ସ୍ଥାନବିଶେଷ (ଏଠାରେ ମହାନଦୀ ସମୁଦ୍ରରେ ପଡ଼ି ଅଛି; ଏହାର ଅନ୍ୟ ନାମ ବତୀଘର) — Falsepoint in the Orissa coast