ଫଲ୍ଗୁତ୍ସବ Phalgūtsaba

  • ସଂ. ବି—( 3 ୟା ତତ୍ ବା 7 ମୀ ତତ୍; ଫଲ୍ଗୁ=ଫଗୁ+ଉତ୍ସବ; ଫଗୁ ଦ୍ୱାରା ଅନୁଷ୍ଠିତ ଉତ୍ସବ; ବା ଫଗୁ ସମୟରେ ଅନୁଷ୍ଠିତ ଉତ୍ସବ) — ହୋରି; ଦୋଳଯାତ୍ରା; ହୋଲାକା ଉତ୍ସବ — The Holi festival