ଫର୍ ଫର୍ Phar Phar

  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — ପତଳା ଲୁଗାଆଦିର ପବନରେ ଉଡ଼ିବା ଶବ୍ଦ — Flapping sound of thin things flowing in the air
  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — ପିଙ୍ଗଳ କେଶ ବେଶ ହୋଇ କୁସୁମରେ ଉଡ଼ୁଛନ୍ତି କେତେ ଉର୍ଦ୍ଧ୍ୱକୁ ଫରଫରେ । କୃଷ୍ଣସିଂହ, ମହାଭାରତ, ବନ।
  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — ଅତିଶୟ; ଖୁବ୍ବେଶି — Very; much
  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — (ଯଥା—ଧୋବ ଫର୍ ଫର୍)
  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — ଅତି ଚଞ୍ଚଳ; ତ୍ୱରିତ — Hastily
  • ଦେ. (ଧ୍ୱନ୍ୟନୁକରଣ)ଅ (ସଂ. ଫର୍ଫର; ଫା. ଫର୍ ଫର୍= ତ୍ୱରିତ) — ଅଧୀର ରୂପେ — Impatiently