ଫରମାସ କରିବା Pharamāsa karibā
- ଦେ. କ୍ରି — ବରାଦ କରିବା; କୌଣସି ଦ୍ରବ୍ୟ ପାଇଁ ବିଶେଷ ଆଦେଶ ଦେବା — To order a special thing
- ଦେ. କ୍ରି — ବିବେଚିତ କରିବା; ବିଚାର କରିବା — To consider
- ଦେ. କ୍ରି — ରେ କିଶୋରୀ ! ଫରମାସ ମନେ ମନେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ, ଗୀତ।
- ଦେ. କ୍ରି — ଆଦେଶ କରିବା — To order