ଫରକା ପକାଇବା Pharakā pakāibā
- ଦେ. କ୍ରି — ସରୁଆ ଭଅଁରରେ କରାଯାଇ- ଥିବା ଛିଦ୍ରର ମୁହଁକୁ ଫରକା ଯନ୍ତ୍ର— ଦ୍ୱାରା ଚଉଡ଼ା କରିଦେବା — To widen the mouth of a hole, so that the head of a screw will fit into it
- ଦେ. କ୍ରି — [ଦ୍ର—ଏପରି କଲେ ଉକ୍ତ ଛିଦ୍ରରେ ଅଣ୍ଟାଯିବା ପେଚକଣ୍ଟାର ଛତି କାଠର ପୃଷ୍ଠସଙ୍ଗେ ସମତଳ ହୋଇ ବସିଯାଏ।]