ଫରକଟାଇବା Pharakaṭāibā

  • ଦେ. କ୍ରି — ଦୁଇ ଶାଖାକୁ ବିସ୍ତୃତ କରି ଅନ୍ୟୋନ୍ୟଠାରୁ ଏକ ମୁଣ୍ଡରେ ପୃଥକ୍ କରାଇବା — To cause to diverge from one another
  • ଦେ. କ୍ରି — ବିସ୍ତାର କରିବା; ମେଲା କରିବା — To open; to spread open
  • ଦେ. କ୍ରି — ଫାଙ୍କ ଫାଙ୍କ କରିବା — To separate