ଫମ୍ଫେଇବା Phampeibā

  • ଦେ. କ୍ରି — ଫୁଲାଇବା; ସ୍ଫୀତ କରିବା — To inflate
  • ଦେ. କ୍ରି — ଭିତରେ ପବନ ଭର୍ତ୍ତି କରାଇବା — To blow up a thing with wind
  • ଦେ. କ୍ରି — ଫୁଲିବା — To swell; to be inflated