ଫବେଇ ହେବା Phabei hebā

  • ଦେ. କ୍ରି (ତୁଳ. ସଂ. ସ୍ଫାୟ ଧାତୁ= ଫୁଲିବା) — ମିଛ କଥା କହିବା; ପ୍ରକୃତ ବା ସତ୍ୟ କଥା ନ ଜାଣି ଗପିବା — To talk of a thing which one does not know personally