ଫଣ୍ (ଧାତୁ) Phaṇ (root)

  • ସଂ — ଗତି କରିବା; ଗମନ କରିବା — To go; to move
  • ସଂ — ଗମନ କରାଇବା; ଗତି କରାଇବା — To cause to move
  • ସଂ — ଅନାୟାସରେ ଉତ୍ପନ୍ନ ହେବା — To grow easily
  • ସଂ — ତରଳ କରିବା; ପାଣିଆ କରିବା — To dilute; to liquefy
  • ସଂ — ବିସ୍ତୃତ ହେବା — To spread; to expand
  • ସଂ — ଦୀପ୍ତି ପାଇବା — To shine