ଫଣୀନ୍ଦ୍ର Phaṇīndra

  • ସଂ. ବି—( 7 ମୀ ତତ୍; ଫଣୀମାନଙ୍କ ମଧ୍ୟରେ ଇନ୍ଦ୍ର= ଶ୍ରେଷ୍ଠ) ସର୍ପରାଜ; ବାସୁକି; ଅନନ୍ତ — The Great Serpent (Bāsuki); the king amongst serpents